BJDରେ ମିଶିଲେ ଗଣେଶ୍ବର ବେହେରା


ଶଙ୍ଖ ଭବନ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହେଲେ ବରିଷ୍ଠ ନେତା ଗଣେଶ୍ବର ବେହେରା।ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସାମିଲ।ଦଳୀୟ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଲେ।ନିକଟରେ କଂଗ୍ରେସ ଛାଡ଼ିଥିଲେ ପୂର୍ବତନ ବିଧାୟକ ଗଣେଶ୍ବର।


error: Content is protected !!