ବିଜେଡି ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ଧନ୍ୟବାଦ


ବିଜେଡି ଦଳ ମତେ ଖୋଲା ହୃଦୟରେ ଗ୍ରହଣ କରିଥିବାରୁ ମୁଁ ଧନ୍ୟବାଦ ଅର୍ପଣ କରୁଛି । ଓଡ଼ିଶା ବିକାଶରେ ମୁଁ ଗୁଣ୍ଡିଚା ମୂଷା ଭଳି ବାଲି ଝାଡିବା କାମ ଟିକେ କରିବା ପାଇଁ ଚାହୁଁଛି । ଦଳ ଯେଉଁ କାମ ଦେବ ମୁଁ ଖୁସିର ସହ କରିବି : ଲେଖାଶ୍ରୀ ସାମନ୍ତସିଂହାର।


error: Content is protected !!