ସତ୍ୟ ଓ ଦୁର୍ନୀତି ଖବର ପରିବେଷଣ କଲେ ବିପଦ


ସତ୍ୟ ଓ ଦୁର୍ନୀତି ଖବର ପରିବେଷଣ କଲେ ବିପଦ !ଆଗକୁ ନିର୍ବାଚନ ଅଛି।ନିର୍ବାଚନ ପୁର୍ବରୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ଏକ ଚିନ୍ତାର ବିଷୟ ହୋଇଛି।ଆଗାମୀ ନିର୍ବାଚନରେ ସାମ୍ବାଦିକଙ୍କୁ ପୁଲିସ କି ପ୍ରକାର ସୁରକ୍ଷା ଦେଉଛି ତାହା କେବଳ ଦେଖିବାକୁ ବାକି ରହିଲା।


error: Content is protected !!