କୁଲେସିକାଙ୍କୁ ଯାଚିଥିଲେ କୋଟିଏ


କୁଲେସିକାଙ୍କୁ ଯାଚିଥିଲେ କୋଟିଏ।ବିସ୍ଫୋରକ ବୟାନ ଦେଲେ ଲକ୍ଷ୍ମୀପୁରର ନେତା କୈଳାସ କୁଲେସିକା।ବିଜେଡ଼ି ବିରୋଧରେ ସାଂଘାତିକ ବୟାନ ଦେଲେ କୁଲେସିକା।ଟିକେଟ ନଦେଇ , କୋଟିଏ ଟଙ୍କା ଯାଚିଥିବା କହିଲେ କୁଲେସିକା।ବବି ଦାସ ମୋତେ ଟିକେଟ ପ୍ରତିଶ୍ରୁତି ଦେଇ ବିଜେଡିକୁ ଆଣିଥିଲେ।


error: Content is protected !!