୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଲା ପୁରୁଷବନ୍ଧୁ


୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଲା ପୁରୁଷବନ୍ଧୁ: ରାଣୀ ପଣ୍ଡା।ମହିଳା ଥାନାରେ ଅଭିଯୋଗ କଲେ ରାଣୀ ପଣ୍ଡା।ପୁରୁଷବନ୍ଧୁଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା।ବିବାହ ପ୍ରଲୋଭନ ଦେଖାଇ ପ୍ରେମ ଓ ପ୍ରତାରଣା ଅଭିଯୋଗ।୮ ବର୍ଷ ସମ୍ପର୍କ ରଖିବା ପରେ ଧୋକା ଦେଇଥିବା ଅଭିଯୋଗ।ଲିଭ-ଇନରେ ରହୁଥିଲେ ରାଣୀ ଓ ତାଙ୍କ ପୁରୁଷ ବନ୍ଧୁ।ପୁରୁଷବନ୍ଧୁ ବିବାହ କରୁଥିବା ଜାଣିବା ପରେ ଥାନାରେ ଏତଲା।ପୁରୁଷବନ୍ଧୁଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ଏତଲା।


error: Content is protected !!