୧୧ରୁ ୩ କାମ କରାଇଲେ ଦଣ୍ଡ


ପ୍ରବଳ ଖରାରେ କାମ କରାଇବାକୁ କଡ଼ା ଭାବେ ବାରଣ।ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କଲେ ସ୍ବତନ୍ତ୍ର ରିଲିଫ୍ କମିଶନର।ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ କରାଇବାକୁ ମନା।ନିର୍ଦ୍ଦେଶ ଅବମାନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ।ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ।


error: Content is protected !!