ଆକସ୍ମିକ ହୃଦଘାତରେ ଦେହାନ୍ତ


କଟକର ଜଣାଶୁଣା ଯୁବ-ସମାଜସେବୀ,ଶ୍ରଦ୍ଧାସବୁରୀ ସେବକ ସଂଘର ପ୍ରତିଷ୍ଠାତା ସଦସ୍ୟ ତଥା ହାରାମଣୀ ମଣ୍ଡପ ମାଲିକ ଶ୍ରୀଯୁକ୍ତ ଅଶୋକ କୁମାର ମହାନ୍ତିଙ୍କ ପୁତୁରା ବିଶ୍ଵଜିତ ମହାନ୍ତି(୩୮ବର୍ଷ)ଙ୍କ ଆକସ୍ମିକ ହୃଦଘାତରେ ଦେହାନ୍ତ ।ବିଶ୍ଵଜିତଙ୍କ ଦେହାନ୍ତ ଖବରପାଇ ପୁର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ଵାଳ, ସ୍ଥାନୀୟ କର୍ପୋରେଟର ସମେତ ଅଞ୍ଚଳର ବୁଦ୍ଧିଜୀବୀ,ମୂରବୀ ଉପସ୍ଥିତ ରହି ଶୋକପ୍ରକାଶ କରିବା ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।


error: Content is protected !!