ବିଜେଡିରୁ ନିଲମ୍ବିତ ହେଲେ ମିନତି ଦେବତା


ବିଜେଡିରୁ ନିଲମ୍ବିତ ହେଲେ ମିନତି ଦେବତା।ମହିଳା ବିଜେଡି ଉପସଭାପତି ଥିଲେ ମିନତି।ସମ୍ବଲପୁର ଓ ଦେବଗଡ଼ ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକ ଥିଲେ।ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହେଲେ।


error: Content is protected !!