ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ


ବ୍ରହ୍ମପୁର ତା- ୧୬/୦୪/୨୦୨୪ଆସନ୍ତା କାଲି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ବାସଭବନ ଆଗ ପଡ଼ିଆରେ ଚ୍ୟାଉପଟ୍ଟନାୟକଙ୍କ ତତ୍ବାବଧାନରେ ନଗର ସଭାପତି ବିଜୟ ସାମଲଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ବୈଠକ ଅନୁଷ୍ଠିତ ହୋଇଥିଲା ପ୍ରଥମେ ୧୭/୦୪/୨୩ତାରିଖ ସକାଳୁ ୦୭ ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ପାର୍କରେ ଥିବା ବନ୍ଧରେ ବିଜୁ ବାବୁଙ୍କ ଫୋଟ ଚିତ୍ର ରଖି ତିଳ ତର୍ପଣ କରାଯିବ ଓ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ପରେ ପରେ ଆସିକା ରୋଡ ସ୍ଥିତ ବାଲୁକାରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ ପୁଷ୍ପମାଲ୍ୟ ଅର୍ପଣ ଓ ଦେଶି ବେହେରା ସାହିରେ ଥିବା ବିଜୁ ବାବୁଙ୍କ ପ୍ରତିର୍ମୂୀରେ ପୁଷ୍ପମାଲ୍ୟ ଅର୍ପଣ,ପରେ ଅନାଥ ଆଶ୍ରମରେ ଫଳ ବଣ୍ଟନ, ସନ୍ଧ୍ୟାରେ ରାମଲିଙ୍ଗେଶ୍ବର ନିକଟ ଶ୍ରୀ ହନୁମାନଙ୍କ ପ୍ରତିମୂର୍ତ୍ତି ନିକଟରେ ସାଧାରଣ ସଭା ଅନୁଷ୍ଠିତ ହେବ।ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, କାଜୁ ନିଗମ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣା, ବିଜେଡ଼ିର ବରିଷ୍ଠ ସଦସ୍ୟ ଜିଲ୍ଲା ଉପସଭାପତି ଶ୍ରୀ ଭିମସେନ ଦଳେଇ,ଆର୍ବେନ୍ ବେଙ୍କ ସଭାପତି ଶ୍ରୀ ଆର୍ ମୁରୁଳି ମୋହନ, ମିସନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର, ଯୁବ ସଭାପତି ଅଜିତ ପଣ୍ଡା, ଜିଲ୍ଲା ଯୁବ ସଭାପତି ଭବାନୀ କାନ୍ତ ସାହୁ, ଜିଲ୍ଲାର ସାଧାରଣ ସମ୍ପାଦକ ଶ୍ରୀ ସଂଜୀତ ପାଣିଗ୍ରାହୀ, ଯୋନ ସଭାନେତ୍ରୀ ଶ୍ରୀମତୀ ମମତା ବିଷୋୟୀ, ଜଗନ୍ନାଥ ସାବତ,ମହିଳା ନଗର ସଭାନେତ୍ରୀ ଶ୍ରୀମତୀ ସୋନାଳି ଗନ୍ତାୟତ, କେ ମାଧବୀ, ନିରଞ୍ଜନ ଜେନା, ଏମ୍ ସୁଜାତା ପାତ୍ର,ଅନୀଲ ସାହୁ, ଟି ତ୍ରିପତି ପାତ୍ର,ମୁକୁନ୍ଦ ଗୌଡ଼,ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସୁରେଶ ଚନ୍ଦ୍ର ତ୍ରିପାଠୀ, ରାକେଶ କୁମାର ସାହୁ, ଦୁର୍ଗା ପ୍ରସାଦ ପଣ୍ଡା, ଫାୟାଜ୍ ଖାନ୍, ଚନ୍ଦ୍ର ମୋହନ ସାହୁ,ପି ଆଶାରାଣୀ, ଉମା ମିଶ୍ର, ମଧୁମିତା ମାଝୀ, ପ୍ରଦୀପ କୁମାର ଶତପଥୀ, ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ମନୋଜ ମହାପାତ୍ର, ଗଣେଶ ଚୌଧୁରୀ, ପି ଭିମୁଡୁ, ଧିରେନ୍ ମହାରଣା, ରାଜେଶ ଚ୍ୟାଉ ପଟ୍ଟନାୟକ, ପ୍ରମୋଦ ମହାରଣା, ଦୁତୀ କୃଷ୍ଣ ମଲ୍ଲ, ଲୁନା ମହାରଣା, କୈଳାସ ପଟ୍ଟନାୟକ ଦିଲିପ ପଟ୍ଟନାୟକ, ଉଧବ ବିଷୋୟୀ, ବିଜେଡ଼ିର ସମସ୍ତ କର୍ପୋରେଟର ଗଣ, ଯୁବ, ମହିଳା , ଛାତ୍ର ଛାତ୍ରୀ ଗଣ, ବିଜୁ ପରିବାରର ବହୁ ବରିଷ୍ଠ ସଦସ୍ୟ ସଦସ୍ୟା ଗଣ ଯୋଗଦେଇଥିଲେ।


error: Content is protected !!