ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ


ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ପରିପ୍ରେକ୍ଷୀରେ ଚଳିତ ଏପ୍ରିଲ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ୩ ଦିନ ବନ୍ଦ ରହିବ ।୨୧ ତାରିଖ ରବିବାର ପଡୁଥିବାରୁ ବନ୍ଦ ରହିବ।ଅର୍ଥାତ ୪ ଦିନ ପରେ ୨୨ ତାରିଖ ସୋମବାର ବିଦ୍ୟାଳୟ ଖୋଲିବ।


error: Content is protected !!