5T ନାଁରେ ୪୦ହଜାର କୋଟିର ଦୁର୍ନୀତି


5Tକୁ ବିଜେପିର ଟାର୍ଗେଟ୍‌; ଅଭିଯୋଗ ଆଣିଲେ ମୁଖପାତ୍ର ଅନିଲ ବିଶ୍ବାଳ।ବିଜେଡି ପ୍ରଚାର ପାଇଁ ବ୍ୟବହାର କରୁଥିବା ‘5T ମିସିଙ୍ଗ’ ଅଭିଯୋଗ।5T ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ୫୦୦ କୋଟି ଆଦାୟ କରାଯାଉ।


error: Content is protected !!