ସ୍ବେଚ୍ଛାକୃତ ଅବସର ନେଲେ ଓଡ଼ିଶା କ୍ୟାଡର ଆଇପିଏସ୍‌ ସଂଜୟ ସିଂହ


ସ୍ବେଚ୍ଛାକୃତ ଅବସର ନେଲେ ଓଡ଼ିଶା କ୍ୟାଡର ଆଇପିଏସ୍‌ ସଂଜୟ ସିଂହ। ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ସଂଜୟ ସିଂହଙ୍କ ଆବେଦନକୁ ମଂଜୁର କଲା ରାଜ୍ୟ ଗୃହ ବିଭାଗ। ଏବେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଡିଜି ଅଛନ୍ତି ସଂଜୟ ସିଂହ।


error: Content is protected !!