ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା


କଟକ JMFC ଅଦାଲତରେ ଆଜି ଥିଲା ସାକ୍ଷ ଗ୍ରହଣ ତାରିଖ।ହାଜର ହେଲେ ପୋଲିସ ଅଧିକାରୀ ଅମିତାଭ ମହାପାତ୍ର।ଓକିଲଙ୍କ ଜରିଆରେ ହାଜର ହେଲେ ଭର୍ତ୍ତୃହରି ମହତାବ।୨୦୧୧ରେ ଅମିତାଭ ଓ ମହାତାବଙ୍କ ମଧ୍ୟରେ ହୋଇଥିଲା ବିବାଦ।ଭର୍ତ୍ତୃହରି ଅମିତାଭଙ୍କୁ ମାଡ଼ ମାରିଥିବା ହୋଇଥିଲା ଅଭିଯୋଗ।


error: Content is protected !!