ବିଜେପିର ଆଳି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଫେସବୁକ୍ ହ୍ୟାକ ଅଭିଯୋଗ


ବିଜେପିର ଆଳି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଫେସବୁକ୍ ହ୍ୟାକ ଅଭିଯୋଗ।ଫେସବୁକ୍ ପେଜ୍ ହ୍ୟାକ ସହ ଅଶ୍ଳୀଳ ଭିଡିଓ ପୋଷ୍ଟ ଅଭିଯୋଗ।ଏନେଇ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିକଟରେ ଅଭିଯୋଗ କଲେ କୃଷ୍ଣଚନ୍ଦ୍ର।


error: Content is protected !!