କୋଣାର୍କ ଟିକେଟ କଟିବା ପରେ ଶକ୍ତି ଦେଖାଇଲେ ସମୀର ଦାଶ


କୋଣାର୍କ: ଟିକେଟ କଟିବା ପରେ ଶକ୍ତି ଦେଖାଇଲେ ସମୀର ଦାଶ।ହଜାର ହଜାର ସମର୍ଥକଙ୍କ ସହ ନିମାପଡ଼ାରେ ସମୀରଙ୍କ ସମାବେଶ।ଟିକେଟ ପୁନର୍ବିଚାର ପାଇଁ ସମର୍ଥକଙ୍କ ଦ୍ବାରା ଏ ସମାବେଶ କହିଲେ ସମୀର।ସମୀର ନାହିଁ ତ ଶଙ୍ଖ ନାହିଁ’ ବୋଲି ନାରା ଦେଲେ ସମର୍ଥକ।ସମୀରଙ୍କ ଜାଗାରେ ଦିଲୀପ ନାୟକଙ୍କୁ ଟିକେଟ ଦେଇଛି ବିଜେଡ଼ି।


error: Content is protected !!