ରାଜ୍ୟ

1 min read

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ।ସ୍କିଲ ଡେଭେଲପଣ୍ଟ ଦୁର୍ନୀତିରେ ଆନ୍ଧ୍ରପ୍ରଦେଶ ନନ୍ଦ୍ୟାଲ CID ଗିରଫ କରିଥିବା ସୂଚନା ମିଳିଛି।

1 min read

ଭାରତରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବାଇଡେନ।ବାଇଡେନଙ୍କ ସରକାରୀ ବିମାନ 'ଏୟରଫୋର୍ସ ୱାନ' ପାଲମ ଏୟରପୋର୍ଟରେ ପହଞ୍ଚିଥିଲା। ଏୟାରପୋର୍ଟରେ...

କେବଳ ଭାରତବର୍ଷର ନୁହେଁ ସମଗ୍ର ଏସିଆ ମହାଦେଶର ସେ ଥିଲେ ପ୍ରଥମ ମହିଳା ଶିକ୍ଷକ।ସେ ଭାରତରେ ପ୍ରଥମ ଗାର୍ଲ‌ସ ସ୍କୁଲ ତିଆରି କରିଥିଲେ । ତାହା ପୁଣି...

ଡିସେମ୍ବର ୩୧ ସୁଦ୍ଧା ରାଜ୍ୟର ସବୁ ଯାତ୍ରୀ ଓ ମାଲ୍ ପରିବହନ ଗାଡ଼ିରେ ‘ଭିଏଲଟିଡି’ ଓ ‘ପାନିକ ବଟନ’ ହେଲା ବାଧ୍ୟତାମୂଳକ •ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏବେ...

1 min read

ଦିଲ୍ଲୀ:ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ବିଦେଶୀ ଅତିଥିମାନେ ଦିଲ୍ଲୀରେ ପହଂଚିବା ଆରମ୍ଭ କରିଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ଅତିଥି ଦିଲ୍ଲୀରେ...

1 min read

ଓ୍ବାଶିଂଟନ,୮ା୯: ନିକଟରେ ନାସା ଏଭଳି ଏକ ମେଶିନ ବିକଶିତ କରିଛି, ଯାହା ମଙ୍ଗଳ ଗ୍ରହରେ ଅମ୍ଳଜାନ ସୃଷ୍ଟି କରୁଛି। ନାସା କହିଛି, ଏହି ମେଶିନ ଲକ୍ଷ୍ୟଠାରୁ ୨୦୦...

ନୂଆଦିଲ୍ଲୀ : ଖୁବ୍ ଶୀଘ୍ର ସମସ୍ତ ସରକାରୀ ଦସ୍ତାବିଜ୍‌ରେ ଦେଶର ନାମ ‘ଭାରତ’ ସ୍ଥାନ ପାଇବ। କୌଣସିଥିରେ ‘ଇଣ୍ଡିଆ’ ଲେଖାଯିବ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ...

1 min read

ଜାକର୍ତ୍ତା,୭।୯: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆନ-ଭାରତ ସମ୍ମିଳନୀରେ ଯୋଗଦେବା ପାଇଁ ଗୁରୁବାର ପୂର୍ବାହ୍ନରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ସେ ତିମୋର-ଲେସ୍ତେରେ ଭାରତୀୟ...

ବ୍ରାଜିଲ୍‌:କୌଣସି ଭାରତୀୟ ଖାଦ୍ୟ ପ୍ରସ୍ତୁତ ବେଳେ ସେଥିରେ ଆମେ ଲଙ୍କା ପକାଇଥାଉ। ଲୋକେ ତରକାରୀ, ଭଜା ଇତ୍ୟାଦିରେ କଞ୍ଚା କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିଥାଆନ୍ତି। ଲଙ୍କା...

1 min read

ନୂଆଦିଲ୍ଲୀ,୭।୯: ସେପ୍ଟେମ୍ବର ୯ ଏବଂ ୧୦ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। କଡ଼ା ସୁରକ୍ଷା ବ୍ୟବସ୍ଥା...

error: Content is protected !!