ଭାରତରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ


ଭାରତରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ବାଇଡେନ।ବାଇଡେନଙ୍କ ସରକାରୀ ବିମାନ ‘ଏୟରଫୋର୍ସ ୱାନ’ ପାଲମ ଏୟରପୋର୍ଟରେ ପହଞ୍ଚିଥିଲା। ଏୟାରପୋର୍ଟରେ ସ୍ବାଗତ କଲେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ।ବିମାନବନ୍ଦରେ ଜୋ ବାଇଡେନଙ୍କୁ ପାରମ୍ପାରିକ ନୃତ୍ୟରେ ଭବ୍ୟ ସ୍ବାଗତ କରାଯାଇଥିଲା।ଆଜି ପ୍ରଧାନମନ୍ତ୍ରୀ ମୋଦି ଏବଂ ଜୋ ବାଇଡେନଙ୍କ ଦ୍ବିପାକ୍ଷିକ ଆଲୋଚନା ହେବ।


error: Content is protected !!