ରାଜ୍ୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ବଲପୁରୀ ଲୁଙ୍ଗିପିନ୍ଧା ଭିଡିଓକୁ ବରଦାସ୍ତ କରିପାରୁ ନାହାନ୍ତି ବିରୋଧୀ ।ପ୍ରେସମିଟରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ ପାତ୍ର ।

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ , କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ।ଷ୍ଟାର ପ୍ରଚାରକ ତାଲିକାରେ ୪...

1 min read

କଟକ ୫୨ନଂ ଓ୍ଵାର୍ଡ ରାଜେନ୍ଦ୍ର ନଗରରେ ବୁଲାକୁକୁର ଆତଙ୍କ।କୁକୁର କାମୁଡାରେ ଶିଶୁ ସମେତ ଏକାଧିକ ଆହତ ହୋଇଥିବା ସୂଚନା।ଅଭିଭାବକ ଯୋଗାଯୋଗ ନଂ-9437121105।

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଷଣ୍ଡମରା ରାସ୍ତାରେ ଏକ ଜଘନ୍ଯ ହତ୍ୟାକାଣ୍ଡ ଘଟିଯାଇଛି । ଏହି ହତ୍ୟାକାଣ୍ଡ ରେ ବାଲ୍ଯାସରା ଗ୍ରାମ ର ଗଣେଶ ନାୟକ ବୋଲି...

1 min read

କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ଜାମିନORHDC ଦୁର୍ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ମୋକିମଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମକୋର୍ଟଆବେଦନକୁ ଗ୍ରହଣ କରି ଭିଜିଲାନ୍ସକୁ...

ଶଙ୍ଖ ଭବନରେ ପହଁଞ୍ଚିଲେ ବର୍ଷା।ଆରମ୍ଭ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ।ବଡଚଣା ନିର୍ବାଚନ ମଣ୍ଡଳୀ ସଂକ୍ରାନ୍ତରେ ଆଲୋଚନା।ଯାଜପୁର ସାଂସଦ , ପର୍ଯ୍ୟବେକ୍ଷକ ଓ ବଡଚଣାର ସ୍ଥାନୀୟ ନେତା ଉପସ୍ଥିତ।

୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ।ବର୍ଷାଙ୍କୁ ବଡ଼ଚଣା ଟିକେଟ ମିଳିବା ପରେ ଅମରଙ୍କ ପ୍ରତିକ୍ରିୟା।ଯିଏ ପ୍ରାର୍ଥୀ ହୋଇଛନ୍ତି ତାଙ୍କୁ ଦଳରୁ କେହି ବିରୋଧ କରୁନାହାନ୍ତି।କିନ୍ତୁ ମୋତେ...

ବିଜେଡି ଛାଡ଼ିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ସଭାପତିଙ୍କୁ ଚିଠି । ଆଜି ତାଙ୍କ ଟିକେଟ୍ କାଟିଥିଲା ଦଳ...

error: Content is protected !!