୪୫ ଡିଗ୍ରୀ ଛୁଇଁଲା ରାଜ୍ୟ ତାପମାତ୍ରା


୪୫ ଡିଗ୍ରୀ ଛୁଇଁଲା ରାଜ୍ୟ ତାପମାତ୍ରା, ତାତିରେ ଆଉଟୁପାଉଟୁ ପୂରା ଓଡ଼ିଶା।ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ଲହରି । ମୟୂରଭଞ୍ଜ,କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ । ଆଜି ତାତିରେ ସାମାନ୍ୟ ବ୍ରେକ୍ ଲଗାଇପାରେ କାଳବୈଶାଖୀ।


error: Content is protected !!