ପାଟ୍ଟଶାଣୀ କହିଲେ ସମୟ କହିବ


ପାଟ୍ଟଶାଣୀ କହିଲେ ସମୟ କହିବ।ଚିଲିକା ପ୍ରାର୍ଥୀ ଘୋଷଣା ପରେ ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରେସ୍‌ ବାର୍ତ୍ତା।ପରବର୍ତ୍ତୀ ଆଭିମୁଖ୍ୟ କଣ ହେବ ସମୟ କହିବ କହିଲେ ପାଟ୍ଟଶାଣୀ।ବର୍ତ୍ତମାନ ମୁଁ ବିଜୁ ଜନତା ଦଳରେ ଅଛି- ପ୍ରସନ୍ନ ପାଟ୍ଟଶାଣୀ।ନେତୃତ୍ବଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି।


error: Content is protected !!