ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ।


ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ।ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ ଭାବେ ସାମିଲ।କାଲି ରାତିରେ ବିଜେଡିରୁ ଇସ୍ତଫା ଦେଇଥିଲେ ସୀମାରାଣୀ।ବିଜେଡି ମହେଶ ସାହୁଙ୍କୁ ଟିକେଟ ଦେବାରୁ ଦଳ ଛାଡ଼ିଥିଲେ ସୀମା।


error: Content is protected !!