ଇର୍ଷାନ୍ବିତ ହେଉଛନ୍ତି ଧର୍ମେନ୍ଦ୍ର


ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯୋଡି ଶଙ୍ଖ ଭିଡିଓକୁ ଦେଖି ଇର୍ଷାନ୍ବିତ ଧର୍ମେନ୍ଦ୍ର ପ୍ରଧାନ ।ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।ଏଭଳି କଟାକ୍ଷ କରି ଲକ୍ଷଲକ୍ଷ ବୁଣାକାରଙ୍କୁ ଅସମ୍ମାନ କରୁଛନ୍ତି ଧର୍ମେନ୍ଦ୍ର।


error: Content is protected !!