ଶ୍ରୀ ଶ୍ରୀ ବୁଦ୍ଧକେଶ୍ୱର ମନ୍ଦିରରେ ବିଶ୍ବଶାନ୍ତି ମହା ଯଂଜ୍ଞ ଅନୁଷ୍ଠିତ


ବାଲିପାଟଣା ର ଦେଉଳିଧଳ ପୁର ଗ୍ରାମ ର ଇଷ୍ଟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ବୁଦ୍ଧକେଶ୍ୱର ମନ୍ଦିର ପ୍ରାଙ୍ଗଣରେ20.4.2024(ଶନିବାର )ଠାରୁ 23.4.2024(ମଙ୍ଗଳ ବାର ପର୍ଯ୍ୟନ୍ତ ବିଶ୍ବସନ୍ତି ମହା ଯଂଜ୍ଞ ଅନୁଷ୍ଠିତ ବହୁତ ଧୁମ ଧାମ ପାଳିତ କରାଯାଇଅଛି. ଏହି ଶୈବ୍ୟ ପୀଠ ରେ. ଆଖ ପାଖ ଅଞ୍ଚଳ ସହିତ ଚାରି ପାଖର 5ଗୋଟି ପଞ୍ଚାୟତ ହଜାର ହଜାର ସଂଖ୍ୟାରେ ଭକ୍ତ ଯୋଗଦାନ ଦେବାସହିତ. ପ୍ରସାଦ ସେବନ କରିଵା ପ୍ରଭୁ କୃପାଲାଭ ଉଠାଇ ଛନ୍ତି. ଯଂଜ୍ଞ କମିଟି ର ସମସ୍ତ ସଦସ୍ୟ ଆସୁଥିବା ଭକ୍ତ କିପରି ଭଲରେ ପ୍ରସାଦ ସେବନ କରିବେ ସେଥିପାଇଁ ତୀକ୍ଷ୍ଣ ନଜର ରଖିବା ସହିତ ସବୁପ୍ରକାର ର ସୁବିଧା ଆୟୋଜନ କରାଯାଇଥିଲା. ତାତ ସହିତ ସାଂକୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।


error: Content is protected !!