ଏବେବି ଜାରି ରହିଛି ନକଲି ଔଷଧ


ଚରା ଭୂମି କରିସାରିଲେଣି ଭଲ କାର ବିଲଡିଂ କରି ସାରିବେଣୀ।ପ୍ରତ୍ୟକ ମଳ ମୂତ୍ର ପରୀକ୍ଷା ଗାରରେ ମାରାଥନ ଚେକିଙ୍ଗ ଅଭାବ।ଗୋଟିଏ ପରୀକ୍ଷା କୁ ଯାଇ ଥିବେ କିନ୍ତୁ ହାତ କରି ଆଉ ଦିଟା ଡରାଇ ପକାଉଛନ୍ତି।ଦୂର ଦୁରାନ୍ତ ରୋଗୀଙ୍କୁ ପ୍ରତିଦିନ ସେମାନେ ବହୁ ଚାଲାକ ରେ ଘରୁ ବାହାରି ବସ ଷ୍ଟାଣ୍ଡ। ଷ୍ଟେସନ ବିଭିନ୍ନ ନର୍ସିଙ୍ଗ ହୋମ ଆମ୍ବୁଲାନ୍ସ ଵାଲା ଅଟୋ ବାଲାଙ୍କୁ ହାତେଇଛନ୍ତି, ଟେର ମିଳିବା କଠିନ।ଖୁଦ ମଂଗଳା ବାଗ ଏରିଆରେ କୋଠା ଘର କରିଛନ୍ତି ଦଲାଲ ଧନରେ ଠାବ କରାଯାଉ।ଚାହିଁଲେ ସବୁ କିଛି ସମ୍ଭବ ହୋଇ ପାରନ୍ତା କିନ୍ତୁ ଦିନେ ଅଧେ ଚଢ଼ାଉ ପୁଣି ତାଙ୍କ ସହିତ ସାଲିସ ମେଣ୍ଟ କୋଉ କାମକୁ।ଏବେବି ଜାରି ରହିଛି ନକଲି ଔଷଧ।ବିଶେଷ କରି ସ୍କିନ ରେ ଯାହା ନିରାମୟରେ ମିଳୁନି।5ଟାରୁ 2ଟା ଥିଲେ ଅସଲ ବାହାରୁ ଆଣିବାକୁ ନିର୍ଦେଶ ହେଉଛି।


error: Content is protected !!