RAC ନୁହେଁ, ମିଳିବ କନ୍‌ଫର୍ମ ଟିକେଟ


RAC ନୁହେଁ, ମିଳିବ କନ୍‌ଫର୍ମ ଟିକେଟ।ରେଳ ଟିକେଟ ନେଇ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା।୫ ବର୍ଷ ଭିତରେ ଯାତ୍ରୀଙ୍କ ପାଇଁ ଆଉ ନଥିବ RAC ବା ୱେଟିଂ ଝିନ୍‌ଝଟ୍‌।ଯାତ୍ରୀ ଆବେଦନ କରିବା କ୍ଷଣି ମିଳିଯିବ କନ୍‌ଫର୍ମ ଟିକେଟ।


error: Content is protected !!