ହିଞ୍ଜିଳିରେ ନବୀନଙ୍କ ପ୍ରଚାର


ଜନସାଧାରଣଙ୍କୁ ନବୀନ ପଟ୍ଟନାୟକଙ୍କ ସମ୍ବୋଧନ।ହିଞ୍ଜିଳିରୁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା।ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ।ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର- ମୁଖ୍ୟମନ୍ତ୍ରୀ।ଏମାନଙ୍କ ପାଇଁ କାମ କରି ଚାଲିଛି, ଶେଷ ଯାଏଁ କରିବି।


error: Content is protected !!