ବିରୋଧୀ ବିକାଶରେ ବାଧା ସୃଷ୍ଟି କରୁଥିବା ନେଇ ନବୀନଙ୍କ ଆରୋପ ପ୍ରସଙ୍ଗ


ବିରୋଧୀ ବିକାଶରେ ବାଧା ସୃଷ୍ଟି କରୁଥିବା ନେଇ ନବୀନଙ୍କ ଆରୋପ ପ୍ରସଙ୍ଗ।ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଲେ ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ।ବିକାଶ କାହାର ହୋଇଛି , ବିକାଶ ନବୀନ ଓ ପାଣ୍ଡିଆନଙ୍କର ହୋଇଛି।ପଦ୍ମପୁରକୁ ଜିଲ୍ଲା ଓ ବରିଷ୍ଠଙ୍କୁ ରାଜ୍ୟସଭା ପଠାଇବା ନେଇ ସେ ମିଛ କହିଲେ।


error: Content is protected !!