ମିଛ କହୁଥିବା ବ୍ୟକ୍ତିଙ୍କୁ ଓଡ଼ିଶା ଲୋକ ଆଉ ସୁଯୋଗ ଦେବେ ନାହିଁ


ମିଛ କହୁଥିବା ବ୍ୟକ୍ତିଙ୍କୁ ଓଡ଼ିଶା ଲୋକ ଆଉ ସୁଯୋଗ ଦେବେ ନାହିଁ।ଏବେ ଯୋଡ଼ି ଶଙ୍ଖ କଥା କହୁଛନ୍ତି , କାହିଁକି ଯୋଡ଼ି ଶଙ୍ଖ ଆବଶ୍ୟକ ପଡ଼ିଲା।ଦିଲ୍ଲୀ ଯାଇ ବିଜେଡ଼ି ସାଂସଦମାନେ କଣ କରିବେ।କ୍ରିତଦାସ , ପରାଧୀନ ଲୋକଙ୍କୁ ଓଡ଼ିଶାବାସୀ ନିର୍ବାଚିତ କରିବେନି।


error: Content is protected !!