ପଦ୍ମ ଧରିଲେ ପ୍ରବୋଧ ତିର୍କୀ


ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ।ସୋନପୁର ସମାବେଶକୁ ଆସି ବିଜେପିରେ ମିଶିଲେ।ରାଜ୍ୟ ବିଜେପିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ସାମିଲ।ପ୍ରବୋଧଙ୍କୁ କଂଗ୍ରେସ ତଳସରା ଟିକେଟ ଦେଇ ଫେରାଇ ନେଇଥିଲା।


error: Content is protected !!