ବିଜେପି ଛାଡ଼ିଲେ ନୀତେଶ ଗଙ୍ଗଦେବ


ବିଜେପି ଛାଡିଲେ ନୀତିଶ | ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା।ଅସୁସ୍ଥତା କାରଣରୁ ଇସ୍ତଫା ଦେଉଛି: ନୀତେଶ।ରାଣୀ ତଥା ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ସହଯୋଗ କରିବାକୁ କଲେ ନିବେଦନ।ଦେବଗଡରୁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ନୀତେଶଙ୍କ ପତ୍ନୀ।


error: Content is protected !!