ହଠାତ୍ ଓହ୍ଲାଇଲା ଅଜଣା ହେଲିକପ୍ଟର୍❗


ଢେଙ୍କାନାଳ ମହିଷାପାଟରେ ସନ୍ଦେହଜନକ ଅବସ୍ଥାରେ ଅବତରଣ କଲା ହେଲିକପ୍ଟର୍, ଇନ୍ଦିରାଗାନ୍ଧି ପଡ଼ିଆରେ ଅବତରଣ କରିଥିବା ଏହି ହେଲିକପ୍ଟରରେ କେଉଁଠୁ ଆସିଛି ଅସ୍ପଷ୍ଟ, ସେପଟେ ହେଲିକପ୍ଟରରେ ପ୍ରଥମେ ୭ ଜଣ ଥିବା ବେଳେ ଏବେ ୪ଜଣଙ୍କ ପତ୍ତା ମିଳୁନି, ଅବତରଣ କାରଣ ନେଇ ମୁହଁ ଖୋଲୁନାହାନ୍ତି ହେଲିକପ୍ଟରରେ ଥିବା ସନ୍ଦିଗ୍ଧ, ଘଟଣାସ୍ଥଳରେ IIC ଓ SDPO ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


error: Content is protected !!