ଏ ଲଢେଇ ସମ୍ବଲପୁର ବାସୀଙ୍କ ହକ ପାଇଁ।ଏ ଲଢେଇ ସ୍ୱାଭିମାନ ପାଇଁ।ଏ ଲଢେଇ ଧର୍ମ ପାଇଁ।ଏ ଲଢେଇ ରେ ଅଧର୍ମ ଉପରେ ବିଜୟୀ ହେବା ପାଇଁ । ସମ୍ବଲପୁର ବାସୀ ଶପଥ ନେଇଛନ୍ତି ଆମ ପ୍ରିୟ ନେତା ବବି ଭାଇଙ୍କୁ ଜିତେଇକି ଆଣିବା ପାଇଁ ବବି ଭାଇ ଜିତିଲେ ସମ୍ବଲପୁର ୧ ନମ୍ବର ହେବ ମୁଖ୍ୟମନ୍ତ୍ରୀ । ଏଥର ସମ୍ବଲପୁର ବାସି ଅପେକ୍ଷା କରିଛନ୍ତି ଅଧର୍ମ ହଟିବ । ଧର୍ମର ବିଜୟ ହେବ । ସମ୍ବଲପୁର ମାଟି ହସି ଉଠିବ ।


error: Content is protected !!