ବିଜେପିରୁ ଇସ୍ତଫା ଦେଲେ ଅଭିନେତ୍ରୀ ଜିନା ସାମଲ ।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ଗ୍ରହଣ ପାଇଁ ନିବେଦନ କଲେ ।ପରିଶ୍ରମର ମୂଲ୍ୟ ମିଳିଲାନି ବୋଲି ଚିଠିରେ ଉଲ୍ଲେଖ କଲେ।


error: Content is protected !!