ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ବାତିଲ


ରାୟବାରେଲୀ ଲାଗି ନାମାଙ୍କନ ଥିବାରୁ ଗସ୍ତ ବାତିଲ।ଆଜି ରାୟଗଡ଼ା ଜନସଭାକୁ ସମ୍ବୋଧନ କରିଥାନ୍ତେ।ରାହୁଲଙ୍କ ବଦଳରେ ଆସିପାରନ୍ତି AICCର ତୁଙ୍ଗ ନେତା।କଂଗ୍ରେସର ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନଙ୍କ ସୂଚନା।


error: Content is protected !!