ଆମେଥି ନୁହେଁ ରାୟବରେଲୀରୁ ଲଢ଼ିବେ ରାହୁଲ


ରାୟବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି।ଉତ୍ତରପ୍ରଦେଶର ରାୟବରେଲିରୁ ଲଢ଼ିବେ ରାହୁଲ।କେରଳର ୱାୟନାଡରୁ ବି ନିର୍ବାଚନ ଲଢ଼ୁଛନ୍ତି ରାହୁଲ।ଆମେଥିରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି ସ୍ମୃତି ଇରାନୀ।


error: Content is protected !!