ଆଜି ଆସୁଛନ୍ତି ରାଜନାଥ ସିଂହ


ଆଜି କଳାହାଣ୍ଡି ଆସୁଛନ୍ତି ରାଜନାଥ ସିଂହ।ଦିନ ୧ଟା ବେଳେ ଭବାନୀପାଟଣାରେ ପହଞ୍ଚିବେ।ଭବାନୀପାଟଣା ପରେ ରାୟଗଡ଼ାରେ କାର୍ଯ୍ୟକ୍ରମ।୨ଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବେ।


error: Content is protected !!