ଓଡ଼ିଶା ମୋର କର୍ମଭୂମି: ପାଣ୍ଡିଆନ


ମୋ ପୁଅ ଓ ଝିଅଙ୍କ ମାତୃଭାଷା ଓଡ଼ିଆ: ପାଣ୍ଡିଆନ।ଓଡ଼ିଶାବାସୀଙ୍କଠୁ ସ୍ନେହ ଓ ପ୍ରଚୁର ଭଲ ପାଇବା ପାଇଛି।ମୁଁ, ମୋ କର୍ମଭୂମିକୁ କେବେ ଛାଡ଼ିପାରିବିନି।ଆସନ୍ତାକାଲି ମହାପ୍ରଭୁ ଯାହା ଚାହିଁବେ ତାହା ହେବ।ରାଜ୍ୟକୁ ଆଗେଇବାକୁ ଯୁବପୀଢ଼ିଙ୍କୁ ସଶକ୍ତ କରିବାକୁ ହେବ।BJP ଇସ୍ତାହାରରେ ଯୁବପୀଢ଼ି ପାଇଁ କ’ଣ ଅଛି ?


error: Content is protected !!