ଆସୁଛନ୍ତି ନୀତୀନ ଗଡ଼କରୀ


ଆସୁଛନ୍ତି ନୀତୀନ ଗଡ଼କରୀ।ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ।ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ କେନ୍ଦ୍ର ମନ୍ତ୍ରୀ ଗଡକରୀ।କୃଷ୍ଣପ୍ରସାଦରେ ଓ ପିପିଲିରେ ଜନସଭାକୁ ସମ୍ବୋଧନ କରିବେ।


error: Content is protected !!