କଟକ କଲେଜଛକ ପାଟରାସାହି ଅଧିକାରୀ ୩୯ନଂ ଓ୍ଵାର୍ଡ ବିଜେଡି ସଭାପତି


କଟକ କଲେଜଛକ ପାଟରାସାହି ଅଧିକାରୀ ୩୯ନଂ ଓ୍ଵାର୍ଡ ବିଜେଡି ସଭାପତି,କଲେଜଛକ ପୂଜା ପ୍ରତିଷ୍ଠାନର ପୁର୍ବତନ ସମ୍ପାଦକ ଅଞ୍ଚଳର ଜଣାଶୁଣା ବରିଷ୍ଠ ମୂରବୀ ବଡ଼ଭାଇ ଶ୍ରୀଯୁକ୍ତ ଶୁକଦେବ ପାତ୍ର(୬୯ବର୍ଷ)ଙ୍କ ଦେହାନ୍ତ ଖବର ପାଇ କଲେଜଛକ ପୂଜା ପ୍ରତିଷ୍ଠାନ ସଭାପତି ଲୋକନାଥ ଲେଙ୍କା ଅତ୍ୟନ୍ତ ମର୍ମାହତ ବୋଲି ପ୍ରକାଶ କରିଛନ୍ତି।

ଆଜି କଲେଜଛକ ଅଞ୍ଚଳର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ପୂଜା ପ୍ରତିଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଗଲା ।ସମସ୍ତ ବ୍ୟବସାୟୀ ସହଯୋଗ କରିବା ସହ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବାପାଇଁ ଅନୁରୋଧ ।ॐଶାନ୍ତିॐଶାନ୍ତିॐଶାନ୍ତି।ନିବେଦକ-ଲୋକନାଥ ଲେଙ୍କା, ସଭାପତି କଲେଜଛକ ପୂଜା ପ୍ରତିଷ୍ଠାନ, କଟକ।


error: Content is protected !!