ଆଜି ଗଞ୍ଜାମ ଓ କନ୍ଧମାଳ ଯିବେ ମୁଖ୍ୟମନ୍ତ୍ରୀ


ଗଞ୍ଜାମ ଓ କନ୍ଧମାଳରେ ମାରାଥନ ପ୍ରଚାର କରିବେ ନବୀନ।କନିଷି, ଆସିକା ଓ ଫୁଲବାଣୀ ସଭାକୁ ସମ୍ବୋଧନ କରିବେ।କନ୍ଧମାଳ ଷ୍ଟାଡିୟମରେ ସାଧାରଣ ସଭାରେ ଯୋଗ ଦେବେ।ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ।


error: Content is protected !!