ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ୍


ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ୍❗ଯଦି ନବୀନ ବାବୁ ମୁଖ୍ୟମନ୍ତ୍ରୀ ହେବେ ନାହିଁ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି, କେନ୍ଦ୍ରମନ୍ତ୍ରୀଙ୍କର ଯଦି ଦମ୍ ଅଛି କୁହନ୍ତୁ ଯେ ବିଜେପି ସରକାର ଯଦି ଆସିବ ନାହିଁ ସେ ରାଜନୀତିରୁ ସନ୍ନ୍ୟାସ ନେବେ କି❓ କିଛି ଏଭଳି କହିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ , ଏଥିସହ ସେ କହିଛନ୍ତି; ଜୁନ୍ ୯ରେ ଇତିହାସର ହେବ ପୁନରାବୃତ୍ତି,ଦିନ ସାଢେ ୧୧ ରୁ ଗୋଟାଏ ଭିତରେ ଶପଥ ନେବେ ନବୀନ ପଟ୍ଟନାୟକ, କାରଣ ନବୀନ ବାବୁଙ୍କ ଉପରେ ମହାପ୍ରଭୁଙ୍କ ଆଶୀର୍ବାଦ ଅଛି, ସାଢେ ୪ କୋଟି ଓଡିଆଙ୍କ ଆଶୀର୍ବାଦ ଅଛି ଓ ନିଶ୍ଟିତ ଭାବେ ଜିତାପଟ ହେବ।


error: Content is protected !!