ଆଜି ପବିତ୍ର ଅକ୍ଷୟ ତୃତୀୟା


ପୁରୀରେ ରଥନିର୍ମାଣ କାର୍ଯ୍ୟର ଶୁଭ ଅନୁକୂଳ ହେବ।ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଅନୁକୂଳ ହେବ।ବନଜାଗ ବିଧିରେ ଅନୁକୂଳ ହେବ ରଥନିର୍ମାଣ କାର୍ଯ୍ୟ।


error: Content is protected !!