ଗୋଟିଏ ପରିବାରର ୬ଜଣଙ୍କ ମୃତ୍ୟୁ


ଉତ୍ତରପ୍ରଦେଶର ସୀତାପୁରରେ ଲୋମଟାଙ୍କୁରା ହତ୍ୟାକାଣ୍ଡ।ପରିବାରର ୫ ଜଣଙ୍କୁ ହତ୍ୟା କଲା ଯୁବକ**ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା ଯୁବକ।ମା’, ସ୍ତ୍ରୀ ଓ ୩ ଛୁଆଙ୍କୁ ହତ୍ୟା ପରେ ନିଜେ ଆତ୍ମହତ୍ୟା କଲା।ମା’ଙ୍କୁ ଗୁଳିକରି, ସ୍ତ୍ରୀକୁ ହାତୁଡ଼ିରେ ପିଟି ହତ୍ୟା।୩ ଜଣ ପିଲାଙ୍କୁ ଛାତରୁ ଫିଙ୍ଗି ହତ୍ୟା କଲା ଯୁବକ।ଘଟଣାସ୍ଥଳରେ ପୋଲିସ, ତଦନ୍ତ ଆରମ୍ଭ ।


error: Content is protected !!