ଜେଲରୁ ବାହାରିଲେ କେଜ୍ରିଓ୍ବାଲ


ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ।ତିହାର ଜେଲରୁ ମୁକୁଳିଲେ ଅରବିନ୍ଦ କେଜ୍ରିଓ୍ବାଲ।ଅନ୍ତରୀଣ ଜାମିନ୍ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ।ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମିଳିଛି ଜାମିନ୍।


error: Content is protected !!