ଲୋକଙ୍କ ଘୋଷଣାପତ୍ରକୁ ନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ


ଲୋକଙ୍କ ଘୋଷଣାପତ୍ରକୁ ନେଇ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ।ସ୍ୱୟଂ ଉଦ୍ୟୋଗୀ ଋଣର ପରିମାଣ ୨ ଲକ୍ଷକୁ ବୃଦ୍ଧି।ଓଡିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ।ଐତିହ୍ୟ ବିକାଶ ପାଇଁ ହଜାର କୋଟି ଟଙ୍କାର କର୍ପସ ଫଣ୍ଡ।୪ଟି ମେଗା କ୍ଲଷ୍ଟର ଯୋଜନା।ମିଶନ ଶକ୍ତି ମହିଳାଙ୍କୁ ପେନସନ।ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ପେନସନ ପ୍ରଦାନ।


error: Content is protected !!