ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ସମ୍ବଲପୁର BJD ଲୋକସଭା ପ୍ରାର୍ଥୀ |


ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ସମ୍ବଲପୁର BJD ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ
-‘ମିଥ୍ୟା ପ୍ରତିଶ୍ରୁତି ବଳରେ ଭୋଟ ମାଗୁଛନ୍ତି କେନ୍ଦ୍ରମନ୍ତ୍ରୀ’
-‘ଲୋକଙ୍କ ଭାବାବେଗକୁ ନେଇ ରାଜନୀତି କରୁଛନ୍ତି’
-‘ଦାଦନ ଭଳି ୟୁପି, MPରୁ ରାଜ୍ୟସଭା ଯାଇଛନ୍ତି ଆଉ ଓଡ଼ିଶାର ରାଜମିସ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି’
-‘ଓଡିଶାର ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରୁଛନ୍ତି’
-‘ଜନସାଧାରଣ ଏହାର ଉଚିତ ଜବାବ ଦେବେ’!.|


error: Content is protected !!