ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ


ଟେଲିକମ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ ନୂଆ ସିମ୍‌ କାର୍ଡ ବିକିବା ପାଇଁ ଅକ୍ଟୋବର ୧ରୁ ଲାଗୁ ହେବ କଟକଣା।ଜଣେ ବ୍ୟକ୍ତି ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବାକୁ ପଦକ୍ଷେପ ୬୬ ହଜାର ଜାଲ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ରଦ୍ଦ କଲା ମନ୍ତ୍ରାଳୟ।୬୭ ହଜାର ସିମ୍‌ ଡିଲର କଳା ତାଲିକାଭୁକ୍ତ; ୩୦୦ ଏତଲା ରୁଜୁ ୫୨ ଲକ୍ଷ ସିମ୍‌କୁ ରଦ୍ଦ ପାଇଁ ନିର୍ଦ୍ଦେଶନାମା ଜାରି ହେଲା।୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଗଲା।ଅଣ ପଞ୍ଜୀକୃତ ସିମ୍‌ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଜରିମାନା।


error: Content is protected !!