ପର୍ଶୁରାମ ଧଡ଼ା ବିଜେପି ପ୍ରାର୍ଥୀ ତୋମାର


ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି।ପର୍ଶୁରାମ ଧଡ଼ା ବିଜେପିର ନୂଆ ପ୍ରାର୍ଥୀ।ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡା ହେଲେ ପ୍ରାର୍ଥୀ।ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଧଡ଼ା।


error: Content is protected !!