ଭୁବନେଶ୍ବରରେ ଜୟରାମ ରମେଶଙ୍କ PC


କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ।ସବୁବେଳେ BJD, BJPକୁ ସମର୍ଥନ କରିଛି।BJD ଓ BJP ଭିତରେ କିଛି ଫରକ ନାହିଁ।BJDକୁ ଭୋଟ ଦେବା BJPକୁ ଭୋଟ ଦେବା ସହ ସମାନ।୪ଟି ପର୍ଯ୍ୟାୟ ମତଦାନ ପରେ ସବୁ ସ୍ପଷ୍ଟ ହୋଇଗଲାଣି।INDI ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳୁଛି ଜୟରାମ।ଦକ୍ଷିଣ ଭାରତରେ BJP ସଫା ହେଉଥିବା ଜଣା ପଡ଼ୁଛି।ଦିଲ୍ଲୀରେ BJPକୁ ଶହେ ପ୍ରତିଶତ ସମର୍ଥନ କରିଛି BJD।ଚାଷୀ ବିରୋଧୀ ଆଇନକୁ BJD ବିରୋଧ କରି ନଥିଲା।ଆଦିବାସୀ ବିରୋଧୀ ଆଇନକୁ BJD ବିରୋଧ କରି ନଥିଲା।କାହିଁକି ବିରୋଧ କରିନଥିଲେ ବି CMଙ୍କୁ ପ୍ରଶ୍ନ କଲେ ଜୟରାମ।


error: Content is protected !!