ଆଜି ଓଡ଼ିଶା ଆସୁଛନ୍ତି ଶାହ


ଗଞ୍ଜାମ ଓ କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ।ସୋରଡ଼ାରେ ଜନସଭାକୁ ଉଦ୍‌ବୋଧନ ଦେବେ।କଟକରେ ବିଶାଳ ରୋଡ୍ ଶୋ’ କରବେ।ଗୋପବନ୍ଧୁ ପାର୍କ ଛକରୁ ରୋଡ ଶୋ’ ଆରମ୍ଭ କରିବେ।ବକ୍ସିବଜାର, ତିନିକୋଣିଆ ହୋଇ ଚାନ୍ଦିନୀଚୌକ ଯିବେ।ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୦ ଯାଏ ରୋଡ ଶୋ।


error: Content is protected !!